STORYMIRROR

Subhashree Behera

Inspirational

3  

Subhashree Behera

Inspirational

ସୀମିତ ପରିଧିରେ ଜୀବନ ମୃତ୍ୟୁ

ସୀମିତ ପରିଧିରେ ଜୀବନ ମୃତ୍ୟୁ

1 min
123

ଅସଂଖ୍ୟ ତାରାର ଆକାଶ

ଛିଣ୍ଡା ଜହ୍ନର ମୃତ ଗଙ୍ଗଶିଉଳି... 

ଆଖି ତଳେ ପ୍ରିୟର ଚିମୁଟାଏ ପ୍ରେମ... 

କେଉଁ ଏକ ଲହରୀ  

ଦୁଇ ଛାତି ମଧ୍ୟରେ....

ଏକ ସମାନ୍ତରାଳ ସ୍ମୃତିର ପାଚେରି..??

ଯଦି ସେ ମଧ୍ୟରେ ..

ମୃତ୍ୟୁ ମୋତେ ଭଲପାଏ...!!

ଆଉ କହେ.....

ଦୂର ଦିଗନ୍ତରେ ବୁଲିବା ଅଛି ତୋର ବାକି....

ପ୍ରେମ - ଫ୍ରେମ ବାକି ଯାହା ସବୁ 

ମିଛ ଫାର୍ସ ଏଠି....

ପ୍ରେମ ଯହିଁ ମୃତ୍ୟୁ ତହିଁ..

ଜୀବନ ଯାହା ଏକ ସୀମିତ ପରିଧି....!!

ତା ହେଲେ ମୁଁ ଭଲ ପାଏ କହି

ଆଦରେ କୋଳେଇ ନେବି  

ମୃତ୍ୟୁ ... ତୁମେ ମୋର ଶେଷ ପ୍ରେମ ଚିଠି....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational