Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Ojha

Inspirational

4.0  

Saroj Kumar Ojha

Inspirational

ପରକାଳ

ପରକାଳ

1 min
142



କାଳର ଗଣନ କେଉଁଠୁ ଧରିବା,

ଭାରତୀୟ କାଳ ଗଣନା ମହାନ୍,

ହିନ୍ଦୁ ଶାସ୍ତ୍ରରେ ଅଛି ପୁରାଣ,

ଏକ ଏକ ଜୀବନ ଏଠି ଅବସ୍ଥାନ ।


ମହାନ ଧାରାରେ ଅଛି ଜୀବନ,

ଇହକାଳ କଥା ଜାଣୁଛି ସଜ୍ଜନ,

ପାରକାଳ କଥା ଅଜଣା,

ବିକ୍ରମ ସମ୍ବତ ଚାଲୁଛି ଚାଲିବ,

କଳି ଯୁଗାବ୍ଦରେ ଗଣନା ।


କାଳ ଗଣନା ପରି ଗଣନା ନାହିଁ,

ସତ୍ୟ, ତ୍ରେତା,ଦ୍ଵାପର, କଳି,

ପରି ଚାରିଯୁଗ କେ ଠାରେ ନା ନାହିଁ,

ସୃଷ୍ଟି କରତା ବ୍ରହ୍ମା ଯେ ଅଛନ୍ତି ,

ସଂହାର କରତା ବି ଏଠି ଅଛନ୍ତି,

ଚାଲୁଥିବା ଯୁଗ କେବେ ଯେ ସରିବ,

ଏକଥା କେହି କହି ପାରିବେନି ।


ଏ କାଳରେ ଅଛୁ ସଭିଏଁ ବନ୍ଧୁ ଯେ

ପରକାଳ କଥା ମୁହିଁ ଜାଣେନି,

ଯୁଗ ପରେ ଯୁଗ ବଦଳେ ନିଶ୍ଚିତ

ନବୀନ ଯୁଗର ପରା ଆମେ ସନ୍ଧାନୀ ।



Rate this content
Log in

Similar oriya poem from Inspirational