STORYMIRROR

Anjana Naik,Anju..Deogarh

Inspirational

3  

Anjana Naik,Anju..Deogarh

Inspirational

ଏଲିଏନ୍

ଏଲିଏନ୍

1 min
213


ଆମ ବିଜ୍ଞାନ ଉନ୍ନତ ମାନର

ପରୀକ୍ଷା କରି ସାରିଲେଣି

ସବୁ ଗ୍ରହର ଆକ୍ଷାଂସ-ଦ୍ରାଘିମା

ଭାରତରେ ରହି ମାପିଲେଣି

ଗୋଟା ଗୋଟା ମହାକାଶ ଯାନ

ବେଳ ଅବେଳରେ ବିଭିନ୍ନ ଗ୍ରହକୁ

ସଫଳ ପରୀକ୍ଷଣ ପାଇଁ ଛାଡିଲେଣି

ସମସ୍ତେ ଏହା ଜାଣି ଗଲେଣି

ଏଲିଏନ୍ ଭାରତ ମାଟିକୁ ଆସିଲେଣି ।


ଚନ୍ଦ୍ର ପୃଷ୍ଠରେ ରହିବା ପାଇଁକି

ଜଳ ବାୟୁ ପାଗ ଦେଖି

ପାଣିର ବ୍ୟବସ୍ଥା ଆରମ୍ଭ କରିଲେଣି

ଘରଦ୍ବାର କରି ଏଲିଏନ ହୋଇ

ଭାରତକୁ ଛାଡ଼ି

ମହାକାଶ ଯାନ କିଣିଲେଣି

ପରିବାର ତାଙ୍କ ସେଇଠି ବଢ଼ିବେ

ବଖରା ବୁକିଙ୍ଗ ହେଲାଣି

ପ୍ରତି ବଦଳରେ ଚନ୍ଦ୍ର ପୃଷ୍ଠରୁ

ଏଲିଏନ୍ ଭାରତ ମାଟିକୁ ଆସିଲେଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational