STORYMIRROR

Abismita Mishra

Inspirational

3  

Abismita Mishra

Inspirational

ମୋ ବାପା

ମୋ ବାପା

1 min
132

ବାପା ଏହା ଏକ ଶବ୍ଦ ନୁହଁ  

ଏହା ର ଅନେକ ଅର୍ଥ ର କାରଣ 

ଏହା ଏମିତି ଗୋଟେ ଅର୍ଥ 

ଯାହା ମୂଳ ରେ ନଥାଏ ଟିକିଏ ବି ସ୍ୱାର୍ଥ ..


ସମସ୍ତେ କୁହନ୍ତି ପୁଅ ମାଆ ର ପ୍ରିୟ 

ବାପା ଙ୍କ ର ଝିଅ ପ୍ରିୟ ..

ପୁଅ ପାଇଁ ସବୁ କିଛି ସହିନ ଯାଆନ୍ତି 

ରାଗି ଯାଆନ୍ତି ସିନା ଅନ୍ତରେ ଲୁଚାଇ କୋହ .. (part 1)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational