STORYMIRROR

Abismita Mishra

Classics

4  

Abismita Mishra

Classics

ପଖାଳ ଭାତ

ପଖାଳ ଭାତ

1 min
259

ପଖାଳ ଭାତ 

ପଖାଳ ଭାତ ରେ ଯୋଉ ମଜା ଅଛି 

ନଥାଏ ପିଜା ବରଗରରେ

ମୁଠାଏ ପଖାଳ ସାଙ୍ଗ କୁ ତୋରାଣି ଟୋପା

ଶାନ୍ତି ଆଣି ଦିଏ ମନରେ

 ମାଗି ଚାଓମିନ ସାଙ୍ଗକୁ 

ପିଆଜି ବରା ପକୁଡି 

କେବେ ସରି ନୁହଁ ସେ 

ମୋ ପଖାଳ ଭାତ କୁ ଆଳୁ ପୋଡା ସହ 

ଗରମ ଗରମ ବଡି

ଖରା ଗରମ ରେ ଲାଗେ ଯେବେ ଥକା

ଓହଃ 

ପଖାଳ ଭାତ ସହ ଭାରି ଭଲ ଲାଗେ 

ଶାଗ ଭଜା ସହ ପାଖେ ଥିବ

ଜଦି ନାଲି ସବୁଜ ସେ କଞ୍ଚା ଲଙ୍କା

ମଟନ ଚିକେନ ଭୋଜି ଟା ସିନା 

ଲାଗଇ ପାଟି କୁ ଭଲ

ଦେହ ଖରାପ ରେ ଡହଳ ବିକଳ 

ଦୁଇ ଦିନ ଧରି ଜଦି ଏହାକୁ ଖାଇଲ

ପେଟ ସାଙ୍ଗେ ମୁଣ୍ଡ ଥଣ୍ଡା ବି କରାଏ 

ଶୁଖୁଆ ସହିତ ସଜ ବାସି ମିଶା ପଖାଳ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics