ବର୍ଷର ଶେଷ କ୍ୟାଲେଣ୍ଡର
ବର୍ଷର ଶେଷ କ୍ୟାଲେଣ୍ଡର

1 min

220
କାନ୍ଥ ରେ ଝୁଲୁଛି
କ୍ୟାଲେଣ୍ଡର ର ଶେଷ ପୃଷ୍ଠା
2022 ଡିସେମ୍ବର
ଶେଷ ପର୍ଯ୍ୟlୟ ର ବିଦାୟ ବେଳା
ସମୟ ଅତିକ୍ରାନ୍ତ,
କୋଡିଏ ତେଇଶି କୁ ସ୍ୱାଗତ
ଅନେକ ଉତ୍ସାହ, ଅପୂର୍ବ ଉଦ୍ଦୀପନା
ସମ୍ଭାବନା ର ସ୍ବପ୍ନ
ମୁହୂର୍ତ୍ତ ମାନେ ବଢୁଥିବେ ଆଗକୁ
ଆଗକୁ ବଦଳୁଥିବ
ଜୀବନ ବ୍ୟାକରଣ
ସ୍ମୃତି ହେଇ ରହିଯିବ ଅତୀତ
ବିଦାୟ..2022 !