STORYMIRROR

Abismita Mishra

Inspirational

3  

Abismita Mishra

Inspirational

ଟିପା

ଟିପା

1 min
211

ଦେଖ ଏ ଅଟନ୍ତି ମୋର କୁନି ଦିଅର 

ଚନ୍ଦ୍ରଠୁ ବି ବହୁତ ସୁନ୍ଦର

କେତେ ନିରୀହ ଦୁଇଟି ଆଖି 

ହସ ଦେଖି ଦେଲେ ମନ ଯାଏ ମୋ ଲାଖି ..


ଟଙ୍କାଠୁ ବଡ ସ୍ନେହ ମମତା 

କେତେ ମଧୁର ମୋ ଗେହ୍ଲା ଦିଅରଙ୍କ କଥା 

ହୃଦୟ ତାଙ୍କର ଯଦି ହୁଅଇ ବ୍ୟଥା 

ମନ କଣ ହେଇ ଯାଏ ଶୁଣି ତାଙ୍କର କଥା 


ସମ୍ପର୍କ ଆମର ନୁହଁ ରକ୍ତର 

ତା ଠାରୁ ଅଧିକ ଭଲ ପାଇବା ବିଶ୍ୱାସର 

ସାଙ୍ଗଠୁ ବଳି ମୋର ଗେହ୍ଲା ଦିଅର 

ଆଶୀର୍ବାଦ ମୋ ପାଇଁ ମୋ ଈଶ୍ୱରଙ୍କର ..


ଆଶୀର୍ବାଦରେ ଯୋଡ଼ା ନୂଆ ସମ୍ପର୍କ ଡୋର 

ସମ୍ପର୍କଟା ସତେ ବହୁ ସୁନ୍ଦର 

ଲୋକ କୁହନ୍ତି ବଡ ଭାଉଜ ମାଆ ସମାନ 

ମାଆ ମୁଁ ତାଙ୍କର ସେ ମୋ ଜୀବନ ..


ଗେହ୍ଲା ପୁଅ ମୋର ଟିକିଏ ଜିଦି 

କଥା ହୁଅନ୍ତିନି ରାଗି ଯାଆନ୍ତି ଯଦି 

ରାଗି କି ଟିକିଏ ମୁହଁ ଫୁଲାଏ 

ପସନ୍ଦର ଜିନିଷ ମିଳିଗଲେ ବହୁତ ଖୁସି ହୁଏ ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational