STORYMIRROR

Abismita Mishra

Inspirational Others

3  

Abismita Mishra

Inspirational Others

କଲମ

କଲମ

1 min
155

ବିଦ୍ୟା ମୋ ଠୁ ଆରମ୍ଭ ହୁଏ

ସବୁ କାର୍ଯ୍ୟ ରେ ମୁ ଖୋଜା ହୁଏ 

ମୁ ଦେଖିବା କୁ କେତେ ପ୍ରକାର ର 

ମୋ ନା ର କମ୍ପାନୀ ବିଭିନ୍ନ ପ୍ରକାର 

ମୋ ଦାମ ତିନି ଟଙ୍କା ରୁ ଆରମ୍ଭ 

ହୋଇ ହଜାର ପର୍ଯ୍ୟନ୍ତ ଚାଲେ ବେପାର 

ମୁ ସେହି ଅତି ପ୍ରିୟ କଲମ ତୁମ ର ..(1)

ନାଲିଆ ନେଳି ଭଳି କି ଭଳି 

ମୋ ଦେହ ରେ ପୁରାଓ 

ବିଭିନ୍ନ କାଳି..

ସବୁ ଜାଗା ରେ ମୁ ରହି ପାରେ 

କିଛି ସମସ୍ୟା ନାହିଁ ମୋର 

ମୁ ସେହି ଅତି ପ୍ରିୟ କଲମ ତୁମ ର ..(2)

କଲମ 

କ ରେ କର୍ତ୍ତବ୍ୟ ପଥ ରେ ଆଗେଇ ନିଏ 

ଲ ରେ ଲକ୍ଷ ଆଡକୁ ଅଗ୍ରସର କରେଇ ଥାଏ 

ମ ରେ ମନ କୁ ସଂଯମ କରେ ତୁମର 

ମୁ ସେହି ଅତି ପ୍ରିୟ କଲମ ତୁମର

ମୁ ସବୁବେଳେ ରୁହେ ପାଖରେ 

ଭାରି ରାଗି ଯାଏ ଯିଏ 

ମୋ ସାହି ଫୁଙ୍କେ ରେ ..

ରାଗି ଯାଇ କାଳି ଛାଡି ଛାଡି ହେଇଯାଏ 

ସବୁ ସାହି ଶୁଖି ଯାଇ ଥାଏ 

ଠିକ ବେଳେ ହଇରାଣ ହେଇଥାଏ 

ଯତ୍ନ ନିଅ ଠିକ ରେ ମୋର 

ମୁ ସେହି ଅତିପ୍ରିୟ କଲମ ତୁମର ..(3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational