STORYMIRROR

Abismita Mishra

Classics

3  

Abismita Mishra

Classics

ଚାହା

ଚାହା

1 min
151

ସତରେ କେତେ ସୁନ୍ଦର ସ୍ୱାଦ ଏହାର 

ଟିକେ ପିଇ ଦେଲେ ମନ ର ସମସ୍ତ ବ୍ୟଥା ହୁଅଇ ଦୁର

ମୁଣ୍ଡ ବିନ୍ଧିଲେ କିଛି ବାମ କି ଔଷଧ ଥାଉ କି ନଥାଉ 

ଚାହା କପ ଟା ହାତ ରେ ଥିବା ନିହାତି ଦରକାର

ସକାଳ ହେଉକି ହେଉ ସନ୍ଧ୍ୟାର ସମୟ 

କପେ ଚାହା ଟା କିଣି ନେଇ ଥାଏ ହୃଦୟ

ବର୍ଷା ହେଉକି ହେଉକି ଖରା ହେଉ ଅବା ଶୀତ 

ଛୁଆ ହେଉକି ହେଉ ବା ବୁଢା ଚାହା ସମସ୍ତଙ୍କ ମିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics