STORYMIRROR

Prafulla Chandra padhi

Classics Others

3  

Prafulla Chandra padhi

Classics Others

ଆମ ସଂପର୍କର ଭାଷା

ଆମ ସଂପର୍କର ଭାଷା

1 min
123

ମନେ ହୁଏ : ଏମିତି ଛଳନାରେ ରହି

ଆମେ ସବୁ ରହିଯିବା କୁଆଁରୀ କପାଳର

ଟିକିଲି ପରି ।

କଥା ସବୁ ଯାଇ ଯେ'ଯୁଆଡେ

ତୁନି ବରହିଲେ ।

କେବେ ଯଦି ଭେଟ ହୁଏ

ଫୁଲ ନା' ଭଅଁର ପ୍ରଥମେ କଥା ହବ?

ଆମକୁ ପାଖକୁ ଯାହା ମଂଚ ପରି

ନିଡର ଲାଗୁଚି

ଦୂରେଇଗଲା ପରେ ଅପହଞ୍ଚ ପରିଧି

ଉପାୟ ପରେ ମଧ୍ୟ !

ଭାଲୁକୁ ଦେଖି ଗଛ ଚଢିଯିବା ସାଂଗ ପରି

ଆମର ଗୀତ

ହଉ_ରହୁଚି ।


Rate this content
Log in

Similar oriya poem from Classics