STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

॥ପିଲା ଦିନ॥

॥ପିଲା ଦିନ॥

1 min
158

  


ଛୋଟ ଛୋଟ ମାଛ

ଅଣ୍ଟା ରେ ବାଂଧି ଥିବା

  ଗାମୁଛା ରେ ଧରିବା ରେ

  ମଶାଣି ପାଖ ଦେଇ  

   ଗଲା ବେଳେ

    ଓ

 ଆସିବା ବେଳେ

 ମନ ରେ ଅକୁହା ଭୟ

ଗଡ଼ାଣିଆ ବାଟ ରେ 

ଶିଘ୍ର ଶିଘ୍ର ଖସିବା ରେ

   ଆନନ୍ଦ

ବାପା ଛାଡ଼ି ଥିବା

 ଗୋଳା ଭାତ

ବିଲ ପାଖ

  ନଈ କୂଳେ

ଖାଇବା ରେ

ଯେ'କି ମଜା !

__________



Rate this content
Log in