Prafulla Chandra padhi
Others
ଶାଢ଼ି ସବୁ ଚୋରାଇ ନେଇ
ଗଛ ଉପରେ ବଂଶୀ ଫୁଂକୁ ଫୁଂକୁ ତ'
ବିପ୍ରଲମ୍ଭରେ ଶାଖା ମାନେ
ଭାଙ୍ଗି ପଡ଼ୁଥିବେ
ଓ
ମୟୂର ଚନ୍ଦ୍ରିକା ଥାପି
ହେଇ ଯାଉଥିବ॥
ମାଗିବା ଓ ନ ଦେବା
ଅନୁନୟ ହେବା
ଚିତ୍ରରୁ କ'ଣ
ନିରେଖୁ ଥାଏ
ଦର୍ଶକ !
କମନୀୟ ମୁଖ ଶ୍ରୀ
ଜହ୍ନ ଭଳି ରୂପରେ
ମନ୍ଥି ହେଇ ଯାଉଥାଏ
ଫଣା !!!
_
ମୁଁ ପଛେ ପଡ଼ି ଥ...
॥ ସଳିତା॥
॥ ତମ ସ୍ମୃତି ॥
॥ କବିତା ଲେଖା॥
॥ ଆତ୍ମ ଲିପି॥
॥ପିଲା ଦିନ॥
॥ବାପା॥
॥ କବିତା ର ଯାତ...
॥ କୁହୁ କୁହୁ॥
ଜହ୍ନରାତି