STORYMIRROR

Prafulla Chandra padhi

Tragedy

2  

Prafulla Chandra padhi

Tragedy

॥ବାପା॥

॥ବାପା॥

1 min
117

ବାପା ହଜି ଯାଇଥିଲେ

ପନ୍ଦର ଦିନ ତଳେ

ସଜ୍ଜିତ ଆଲୁଅ ମାଳା

ପୂଜା ପଡ଼ିଆ 

ଲାଗୁ ଥିଲା

କିଟି କିଟି ଅନ୍ଧାର ।

ମନର ସରାଗ ତକ

ଜଳି ପାେଡ଼ି ଯାଇଥିଲେ

ବାପାଙ୍କ ଚିତା ଭସ୍ମ ପରି

ଲାଗୁଥିଲା ବୁଲୁଛନ୍ତି ସେ ଯେପରି

ଯାତ୍ରାରେ ପୂର୍ବ ପରି ।

ମନ ଭୁଲେଇବା ଲାଗି

ଯେତେ ଚେଷ୍ଟାକଲେ ମଧ୍ୟ

ଭିତରଟା ଲାଗୁଥିଲା

ଏକୁଟିଆ ତାଳଗଛ ପରି

ନିଶୁନ଼ ଡଙ୍ଗର ପାଖେ ।



Rate this content
Log in

Similar oriya poem from Tragedy