STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ମୁଁ ପଛେ ପଡ଼ି ଥିବି

ମୁଁ ପଛେ ପଡ଼ି ଥିବି

1 min
98

     


ଉଦ୍ଧରିବା କୁ

  ତୟାର ଯେଉଁ ମାନେ

  ମୋ ସହ ଯୋଗ ଦିଅନ୍ତୁ ।

ରେଖା ଚିତ୍ର ରୁ ଯେଉଁ 

    ବାମ୍ଫ ଉଠିବ

ତା'କୁ ଧରିବା ର ସାହସ ନେଇ

 ଆସିବ:ଯେ଼ଉଁ ମାନେ ନଈ କୁ

  ଆଂଗୁଠି ଦେଖେଇବେ ନାହିଁ

   ସେମାନେ ଆସିଲେ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract