Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧାକଥା-୨୨

ସିଧାକଥା-୨୨

1 min
144


#ସିଧାକଥା


ସବୁଲୋକ ମୋତେ ଭଲ ପାଉଛନ୍ତି କହି ପାରୁଛନ୍ତି ଯେବେ,

ଜାଣିବେ ଜୀବନେ ସକଳ କ୍ଷେତ୍ରରେ ବୁଝାବଣା କରିଥିବେ ।


ସହିଥିବେ ସବୁ କରିଥିବେ ତ୍ୟାଗ ପ୍ରତ୍ୟାଶା ନ ଥିଲା ମନେ,

ତେଣୁ ସନ୍ତୋଷରେ ଅଛନ୍ତି ଆପଣ ହୋଇ ସୁଖୀଲୋକ ଜଣେ ।


କେବେ ଯଦି ପୁଣି କୁହନ୍ତି ମୋହର ଶତ୍ରୁ ବୋଲି କେହି ନାହିଁ,

ଜାଣିବେ ଆପଣ ପର ଦଶ-ଦୋଷ ଛାଡ଼ିଛନ୍ତି ହସିଦେଇ ।


କ୍ଷମାଦାନ ପରି ମହତ ଗୁଣକୁ ନେଇଥିଲେ ଆପଣେଇ,

ତେଣୁ ସିନା ଆଜି ହସି ପାରୁଛନ୍ତି ମୋର ଶତ୍ରୁ ନାହିଁ କହି ।



Rate this content
Log in

Similar oriya poem from Classics