The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଆମ ମାଆ -ଆମଘର

ଆମ ମାଆ -ଆମଘର

1 min
303



ଘର ଆମର ବଡ଼ମନ୍ଦିର ତା’ ସଋ କେହିନାହିଁ,

ବାପା ଆମର ବଡ଼ଠାକୁର ରହିଥାଆନ୍ତି ଚାହିଁ ।

ଆମର ମାଆ ଲକ୍ଷ୍ମୀ ପ୍ରତିମା ସତେ କି ଅନ୍ନପୂର୍ଣ୍ଣା,

ତାଙ୍କରି ହାତ ପରଶ ସ୍ନେହ ଶରଧା ସପ୍ତବର୍ଣ୍ଣା ।

ବିପଦ ବେଳେ ବଳ ଦେଉଛି ପାଖରେ ଅଛି ଭାଇ

ଆମ ଦୁଆରେ ତୁଳସୀ ଗଛ ହୋଇଛି କଳ୍ପବଟ,

ଆମ ବାଡ଼ିରେ ନିତି ସକାଳେ ବସେ ଫୁଲର ହାଟ ।

 ଭଉଣୀ ମୋର କରେ ଆଦର ମଧୁର କଥା କହି |

ମୋ ବାପା ମାଆ ସବୁଠୁ ବଡ଼ ତାଙ୍କର ପାଦତଳେ,

ମଥା ଆମର ନଇଁ ରହୁଛି ନିତି ପ୍ରଣତି ଢାଳେ | 

ସକଳ ସୁଖ ଭରିଛି ଏଠି ବାପା-ମାଆଙ୍କ ପାଇଁ ।


Rate this content
Log in

More oriya poem from KRUTIBAS NAYAK

Similar oriya poem from Inspirational