STORYMIRROR

Sushma Manjari Dash

Classics

3  

Sushma Manjari Dash

Classics

ସର୍ତ୍ତ

ସର୍ତ୍ତ

1 min
268

ମାତା ପିତା ରଖନ୍ତିନି ସର୍ତ୍ତ ନିଜ ସନ୍ତାନ ଉପରେ     

ସ୍ନେହ ପ୍ରେମରୁ ନକରି ବଞ୍ଚିତ ପାଳନ୍ତି ଅତି ଯତନରେ ।

ବିବାହ ସମୟେ ପତି ପତ୍ନୀ ରଖନ୍ତି ନି ସର୍ତ୍ତ       

ତେଣୁ କରି ତାଙ୍କ ପ୍ରେମ ହୁଅଇ ଶକତ।         

ସୂର୍ଯ୍ୟ ଚନ୍ଦ୍ର ହୋନ୍ତି ଆତଯାତ ଅନ୍ଧକାର କରିବାକୁ ଦୂର   

ବିନା ସର୍ତ୍ତେ ପାଳନ କରନ୍ତି ଧରମ ତାଙ୍କର ।       

ସର୍ତ୍ତ ରଖି କରିଲେ କରମ ତାହା ନୁହଇ ଧରମ      

ସର୍ତ୍ତ ରଖି ଯେତେ କଲେ ଦାନ ମିଳେ ନାହିଁ ପୁଣ୍ୟ ।

ନିଷ୍କପଟେ ସର୍ତ୍ତ ରଖି କରୁ ଯଦି କର୍ତ୍ତବ୍ୟ ପାଳନ           

ନିଶ୍ଚୟ ପାଇବା ଆମେ ଵିଭୁ ଦରଶନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Classics