STORYMIRROR

Sushma Manjari Dash

Abstract Tragedy Fantasy

3  

Sushma Manjari Dash

Abstract Tragedy Fantasy

ମେଘ

ମେଘ

1 min
301

ଛଅ ଋତୁ ମଧ୍ୟେ ଗ୍ରୀଷ୍ମ ଋତୁ ଅନ୍ୟ ତମ

ପ୍ରଚଣ୍ଡ ତାତିରେ ଵହେ ଝାଳ ଘମଘମ    

    ଶୁଖିଯାଏ ନଈ ନାଳ ପୋଖରୀ ର ଜଳ

ବାଷ୍ପୀଭୂତ ହୋଇ ଜଳ ଆକାଶକୁ ଯାଏ

ଆକାଶ ରେ ଖଣ୍ଡ ଖଣ୍ଡ ମେଘ ସୃଷ୍ଟି ହୁଏ ।

ଖଣ୍ଡ ଖଣ୍ଡ ହୋଇ ମେଘ ଭାସଇ ଆକାଶେ

ଘନୀଭୂତ ହୋଇ ପୁଣି ବର୍ଷା ରୂପେ ଖସେ          

ମେଘ ସହ ମେଘର ହୁଅଇ ଘର୍ଷଣ  

   ନିଆଁ ବାଣ ସଙ୍ଗେ ପୁଣିି ଭୀଷଣ ଗର୍ଜନ       

    ଭୀତ ତ୍ରସ୍ତ ନର ନାରୀ ବିକଟାଳ ଶବ୍ଦେ   

      ନିସ୍ତବ୍ଧ ପୃଥିିବୀ ରାଣୀ ତାହାରି ପ୍ରମାଦେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract