STORYMIRROR

Sushma Manjari Dash

Abstract

4  

Sushma Manjari Dash

Abstract

ଜହ୍ନ

ଜହ୍ନ

1 min
279

ସଞ୍ଜ ହେଲେ ପୂର୍ବାକାଶେ ଜହ୍ନ ଉଇଁ ଆସେ       

ଶୀତଳ ଜୋଛନା ସିିଏ ସଭିଙ୍କୁ ପରଶେ ।          

ଗ୍ରୀଷ୍ମ ବର୍ଷା ଶିଶିରକୁ ନାହିଁଁ ତା'ର ଡର           

ନାହିଁଁ ତା'ର କାହା ପ୍ରତି ପାତର ଅନ୍ତର ।        

ଅମାବାସ୍ୟା ତିଥିରେ ସେ ହୁଏ ଅନ୍ତର୍ଦ୍ଧାନ         

ପୂର୍ଣ୍ଣିମାରେ ଦିଶେ ପୂର୍ଣ୍ଣ ଗୋଲାକୃତି ଜହ୍ନ ।       

ଆବାଳ ବୃଦ୍ଧ ବନିତା ମାମୁଁ ସଭିଙ୍କର             

ରୂପ ଗୁଣ ସୌନ୍ଦର୍ଯ୍ୟର ନାହିଁ ପଟାନ୍ତର ।

ତା ଶୀତଳ କିରଣରେ କରେ ବିମୋହିତ।      

ଅନ୍ଧକାର ରାତିକୁ ସେ କରେ ଉଜ୍ଵଳିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract