STORYMIRROR

Sushma Manjari Dash

Abstract Others

3  

Sushma Manjari Dash

Abstract Others

ପାହାଡ଼

ପାହାଡ଼

1 min
197

ଅଟଳ ଅଚଳ ମହାମେରୁ ଟିଏ

             ମୁଣ୍ଡ ରଖିଥାଏ ଉଚ୍ଚା

ଶିଖାଇ ଦିଏ ସେ ସସାର ନିୟମ

             କରିବନି ମନ ନୀଚା ।

ଶରୀରଟା ତା'ର ପଥରରେ ପୂର୍ଣ୍ଣ

              ବୃକ୍ଷ ଲତା ଆଚ୍ଛାଦିତ

ପଶୁ ପକ୍ଷୀଙ୍କର ଆଶ୍ରୟ୍ ସ୍ଥଳୀ ସେ

              କରିଥାଏ ମୌନବ୍ରତ ।     

ପ୍ରାକୃତିକ ଶୋଭା ମନମୁଗ୍ଧକର                

ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ

ରୋଗୀ ମାନଙ୍କର ଜୀବନ ରକ୍ଷକ

             ଦେଇଥାଏ ଜୀବଦାନ ।

ଗୋଟିଏ ଶରୀର ନାମ ତା ଅନେକ

              ପାହାଡ଼ ପର୍ବତ ଗିରି

ତା ବକ୍ଷୁ ଉତ୍ପତ୍ତିିିି ଓ ନଈ ଝରଣା

              ପ୍ରବାହିତ ହୁଏ ବାରି ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract