STORYMIRROR

Sushma Manjari Dash

Inspirational

3  

Sushma Manjari Dash

Inspirational

ନାଗରିକ

ନାଗରିକ

1 min
193

ଶିଶୁଟିଏ ଆଜି ଭାବି ନାଗରିକ

            ଦେଶ ଓ ଜାତିର ଟେକ

ଦେଶ ସେବା ତା'ର ଜୀବନର ବ୍ରତ

            ଅଟେ ସେ ଦେଶ ରକ୍ଷକ ।


ଗଣତନ୍ତ୍ରର ସୂତ୍ରଧର ସିଏ

             ଅଟେ ପୁଣି ବିଚାରକ

ଉପଯୁକ୍ତ ପାତ୍ରେ ଭୋଟ ଦେଇ ସିଏ

            ବାଛଇ ମାର୍ଗ ଦର୍ଶକ ।


ଏ ଦେଶର ସିଏ ଅଟେ ସ୍ଵାଭିମାନ

             ବୁଝଇ ଜନତା ଦୁଃଖ        

 ସ୍ଵଚ୍ଛ ଓ ସୁନ୍ଦର ଭାରତ ଗଢିବା                                

ଅଟଇ ତାହାରି ଲକ୍ଷ୍ୟ ।         


କୋଟି ଜନତାଙ୍କ ଆଶା ଓ ଭରସା

             ସଭିଙ୍କର ପ୍ରିୟ ଜନ

ଭଲ କାମ କରି ଯଶ ଅରଜିବା

             ଏଇ ତ ତାହାରି ଧର୍ମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Inspirational