STORYMIRROR

Sushma Manjari Dash

Abstract Romance Tragedy

3  

Sushma Manjari Dash

Abstract Romance Tragedy

ଗୋଲାପ

ଗୋଲାପ

1 min
200

ସୌନ୍ଦର୍ଯ୍ୟ ମଣ୍ଡିତ ଫୁଲ ମଧ୍ୟେ ଶ୍ରେଷ୍ଠ

              ଅଟଇ ଗୋଲାପ ଫୁଲ

ଫୁଲ ରାଣୀ ବୋଲିିିିି କହନ୍ତିିିିିିିି ସଭିଏଁ 

             ତା ପାଇଁ ସର୍ବେ ପାଗଳ ।

ଶିଶୁ ଠାରୁ ବୃଦ୍ଧ ସଭିଙ୍କର ପ୍ରୀୟ                              

କଣ୍ଟାରୁ ଜନମ ତା'ର       

ତଥାପି ହସାଏ ସାରା ସଂସାରକୁ

             ନଥାଏ ଆପଣା ପର ।

               

ପ୍ରେମର ସନ୍ତକ ରୂପେ ବ୍ୟବହୃତ

              ପ୍ରେମିକ ପ୍ରେମିକା ପାଇଁ

ମନ ଦିଆ ନିଆ ଭାବ ବିନିମୟ

              ରହିଥାଏ ପୂୂର୍ଣ୍ଣ ହୋଇ ।

କେତେ କଷ୍ଟ ସହି ଗୋଲାପ ଫୁଲଟି                             

ହୋଇଥାଏ ପ୍ରସ୍ଫୁଟିତ

ପାଗଳ ମଣିଷ ନିଜ ସ୍ଵାର୍ଥ ପାଇଁ

              ଛିଣ୍ଡାଇ ଦିଏ ତୁରିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract