STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ତୁ ଜୀବନ ନହୁ ଚିରଦିନ

ତୁ ଜୀବନ ନହୁ ଚିରଦିନ

1 min
64


ତୁ ଜୀବନ ନହୁ ଚିରସ୍ଥାୟୀ

ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟି 

କର୍ମ କରିବା ପାଇଁ

କର୍ମ ହିଁ ଜୀବନ

ଯେତେ ଦିନ ଅଛୁ

କର୍ମ କରିବାକୁ ହେବ....


ଠିକ୍ ମଲ୍ଲି ଫୁଲ ପରି

ସୁଗନ୍ଧିତ ବାସ୍ନା ସିଞ୍ଚି ଦିଏ କିଛି କ୍ଷଣ ପାଇଁ 

ଝୁମି ଉଠନ୍ତି ବାସ୍ନାରେ ତାର

ତୁ ମଧ୍ୟ ଖୁସି ହୋଇ ଉଠୁ

ବାଃ ବାଃ କି ସୁନ୍ଦର ବାସ୍ନା କହୁ

ତୋତେ ସେହି ପରି ବାସ୍ନା ସିଞ୍ଚିବୁ ହେବ

ସମାଜରେ, ନିଜ ରାଷ୍ଟ୍ର ପ୍ରତି 

ନିଜ ମାତୃଭୂମି ପାଇଁ .....


ଏ ଜୀବନ ତୋର ଦୁର୍ଲ୍ଲଭ

ବହୁ ପୁନ୍ୟ ବୋଳୁ ପାଇଛୁ

ବୃଥା କର୍ ନା

କର୍ମ କର୍

ମଲ୍ଲି ଫୁଲ ପରି ବାସ୍ନା ଦେ ସମାଜକୁ 

ଜନତା କଲ୍ୟାଣେ

ରାଷ୍ଟ୍ରର ନିର୍ମାଣେ

ଆତ୍ମନିର୍ଭର ହୋଇ

ତୁ ଜୀବନ ନହୁ ଚିରକାଳ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract