STORYMIRROR

Sudhashree Bhattamisra

Abstract Inspirational

4  

Sudhashree Bhattamisra

Abstract Inspirational

ମୁକ୍ତା

ମୁକ୍ତା

1 min
415

ମୁଁ ନୁହେଁ ପଳାୟନ ପନ୍ଥି

ନୁହେଁ କାପୁରୁଷ, ପଛଘୁଞ୍ଚା ଦେବିନି

ଶୁଣିବାକୁ ବୁଝିବାକୁ

ପ୍ରକୃତ ରହସ୍ୟ

ଜୀବନର ଗୀତ ଗାଏ

ସ୍ମୃତିର ସାଗର ରୁ

ରୋମନ୍ଥନ କରେ ନିତି

ନିଶ୍ଟିତ ରୂପରେ ଉପାଦେୟ

ହେଉ ପଛେ ଅତୀତ

ସନ୍ଧାନ କରେ ସେହି

ଶାମୁକାରୁ ମୁକ୍ତାର......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract