STORYMIRROR

Abismita Mishra

Inspirational

3  

Abismita Mishra

Inspirational

ଟିପା

ଟିପା

1 min
169

ମୋ ଗେହ୍ଲା ଦିଅର 

ସୁନା ଭାଇଟେ ମୋର ..

ମନ ଦୁଃଖ ନ କର

ଭାରି ଭଲ ଲାଗେ ହସ ତୁମର ..


ମୋ ଗେହ୍ଲା ଦିଅର 

ମୋ ସୁପରଷ୍ଟାର 

କାମକୁ ତୁମେ ଚୁଟକୀରେ ସାର

ଟେନସନକୁ ମନରୁ କର ଯେ ଦୂର 

ତୁମେ ତ ମୋର ସୁପର ହିରୋ ..


ମୋ ଗେହ୍ଲା ଦିଅର 

ମୁ ଖାଲି ତୁମ ଭାଉଜ ନୁହଁ 

ମାଆ ତୁମର ..

ଭଲ ଲାଗିବନି ଜମା ବି ମତେ 

ଦୁଃଖ ହେଲେ ମନ ମୋ ପୁଅର ..

ମୋ ଗେହ୍ଲା ଦିଅର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational