STORYMIRROR

Abismita Mishra

Inspirational

3  

Abismita Mishra

Inspirational

ସାଇ

ସାଇ

1 min
153

ମୋ ସାଇ ...

କେତେ ବାବା ମୋର ପରୀକ୍ଷା ନେଉଛ

ଦେଖୁଛ କେତେ ମୋର ଧର୍ଯ୍ୟ

ତୁମ ଉପରେ ଅଛି ଅସୀମ ଆଶା ବାବା ହେବି ମୁଁ ସେ ଧର୍ଯ୍ୟ ରୂପକ 

ପରୀକ୍ଷାରେ କୃତକାର୍ଯ୍ୟ ।


ଅଲୋଡ଼ା ଅଖୋଜା କେବେ ହେବି ନାହିଁ

ସାହାଯ୍ୟ କରି କି ପ୍ରଶଂସା ପାତ୍ର କେବେ ଲୋଡ଼ି ନାହିଁ

ନିଜ କାମ ଛାଡି ପରକୁ କରିଛି ଆପଣା 

କାମ ସରିଗଲେ ସାଥି ମାନେ କଲେ 

ଅନେକ ପ୍ରତାରଣା

ଅଶାନ୍ତ ମନକୁ ଶାନ୍ତ କରେ ପ୍ରଭୁ 

ଜପି ଜପି ସାଇ ସାଇ

ଯେତେ ବି ପରୀକ୍ଷା ହେଉନା କାହଁକି 

ହାର ମୁଁ ମାନିବି ନାହିଁ ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational