Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Classics

3  

Abismita Mishra

Classics

କାଳ ହେଇଗଲା କରମଣ୍ଡଳ

କାଳ ହେଇଗଲା କରମଣ୍ଡଳ

1 min
142


କରମଣ୍ଡଳ ର କରୁଣ କାହାଣୀ..

କେତେ ଭୟଙ୍କର ତାଣ୍ଡବ ମୃତ୍ୟୁ ର

କେତେ କଷ୍ଟ ଯନ୍ତ୍ରଣା ତାହାର 

କି ବିକଳ ସ୍ୱର ର ଛାତିପଟା ଚିତ୍କାର 

କି ଦୃଶ୍ୟ ସବୁ ଆଡ ହାହାକାର ।

କେତେ ଭୟଙ୍କର କାଳ ର କରାଳ ରୂପ 

କରମଣ୍ଡଳ ଟା ହେଲା କି ଅଭିଶାପ 

ଦେଇ ଚାଲିଗଲା ମୃତ୍ୟୁ ର ଅସଂଖ୍ୟ ଛାପ 

କିଛି ମୁହୂର୍ତ୍ତ ରେ ଲିଭେଇ ଦେଲା ଯେ ଅସଂଖ୍ୟ 

ଜୀବନ ଦୀପ ।

କାଳ ହେଇଗଲା କରମଣ୍ଡଳ

ଯୁଆଡେ ଚାହିଁଲେ ଶବର ମେଳ

କରୁଛି ତାଣ୍ଡବ ମୃତ୍ୟୁ ର ଖେଳ

ଚାରିଆଡେ ଦେଖ ମୃତ୍ୟୁ ର ବେଳ ।

ସହ ସହ ଲୋକଙ୍କ କି ପୁରିଲା ଆୟୁଷ 

କିଛି ମୁହୂର୍ତ୍ତ ରେ ପୁରା ଜୀବନ ଶେଷ 

ଗୋଟେ ମିନିଟ ରେ ସହ ସହ ପରିବାର ଯେ ଧ୍ବଂସ 

ଜଣା ପଡୁନାହିଁ କାହାର ଦୋଷ ।


Rate this content
Log in

Similar oriya poem from Classics