STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୋ ଝର୍କାରୁ ଗଙ୍ଗାଧର

ମୋ ଝର୍କାରୁ ଗଙ୍ଗାଧର

1 min
176

ରଂଗାଧରି ଆସିଛନ୍ତି

ବ୍ୟାପକ ଆର୍ଥିକ ସଂସ୍କାରର ପୃଷ୍ଠଭୂମିରେ

ଉତ୍ତେଜନା ପ୍ରବଣ ସୀମା ଓ ଅଶୀତ ଅଭ୍ୟନ୍ତରରେ

ବନ୍ୟାର ବିଭୀଷିକାରେ- ନିରୁଦ୍ଦିଷ୍ଟ ମୌସୁମୀରେ

ସଂଗାଧର ଆସିଥାନ୍ତି


ରାକ୍ଷୀବଂଧନର ମାଗଳିକ ମୁହୁରତରେ

ଭାଇଭଉଣୀ ଅପର ସ୍ନେହର ଦୃଢ଼ ବ୍ୟଭିକତାରେ

ଏକ ବାର୍ଷିକ ଗଣପର୍ବରେ-ଆନଂଦର ମାହୋଲରେ

ସଂଗାଧରି ଆସିଛନ୍ତି


ଅଶ୍ଵତ ଆନ୍ତର୍ଜାତୀୟ ରାଜନୀତିର ପ୍ରାସଂଗିକତାରେ

ବିଶ୍ଵ, ଶ୍ରୀତି, ପ୍ରୀତି, ମୈତ୍ରୀ ଓ ସହାବସ୍ଥାନର

ସଂଦେଶରେ

ସୁରଭିତ ସଂପ୍ରୀତିରେ- ବଂଦୋବଦ୍ଧ କରିବା ସଂକ୍ତିରେ

ଗ୍ରଗାଧର ଆସିବେ:


ସଂଗଳମୟ ବିଶ୍ଵର ସୁମଧୁର ପରିକଳ୍ପନାରେ

ଆନ୍ତର୍ଜାତିକ ଭାଇଚାରାରେ ବ୍ୟାପକ ପ୍ରଚେଷ୍ଟାରେ

ସୃଜନଶୀଳତାର ଭିନ୍ନ ଏକ ଦିଗ୍ୟତରେ

ସଂଗାଧର ଆସିଛନ୍ତି:


ଆମ୍ ପ୍ରତ୍ୟୟର ଅରୁଣ ଆଭାରେ

ଜୟଂତୀ ଉତ୍ସବର ଗତାନୁଗତିକତାରେ

ଶ୍ରାବଣର ବାରିଧାରାରେ- ଜଳବହୁଳତାରେ

ମାଂଗାଧର ଆସିଥୀତି:


ଅର୍ଘ୍ୟଥାଳୀର ଅଦଭୂତ ଅନ୍ୟକରଣରେ

ପ୍ରଣୟ ବଲ୍ଲରୀର ରୋମାଂଚିତ ପ୍ରେମରେ

କୃଷକ ସଂଗୀତର ସାର୍ବଜନୀନତାରେ- ଆଦୃତଭାବରେ

ସଂଗାଧର ଆସିଛନ୍ତି:


ସ୍ଵଚ୍ଛତା ଅଭିଯାନର କ୍ରିୟାନ୍ବୟନରେ

ଉତ୍କଳାର ଔଜଲ୍ୟରେ- ଆହାରରେ ଆଦୃତିରେ

ସୂଚ୍ଛ, ପାରଦର୍ଶୀ ପ୍ରଶାସନର ଚଳଚଳ

କର୍ମସଂସ୍କୃତିରେ

ରଂଗାଧର ଆସିବେ:


ସୁସଂହିତ, ସୁସଂସ୍କୃତ ସମାଜ ଗଠନିର ପ୍ରଚେଷ୍ଠାରେ

ଶ୍ରେଣୀ ବୈଷମ୍ୟ, ଆର୍ଥିକ ଅସମାନତା ରହିତ ସମାଜର

ବୁଢ଼ାରଜାର ଗର୍ଭଗୃହରେ ।


ସଂଗାଧର ଆସିଛନ୍ତି:

ବେଳାଭୂମିର ବର୍ଷିଳ ବିପଣୀରେ- ବହୁବର୍ଷା ସଂଭାରରେ

ସମୁଦ୍ରର ଶୀତ, ସୁସ୍ପଷ୍ଟ ସୂରରେ- ସତର୍କ ସୂଚନାରେ

ଉପକୂଳର ସଂତ୍ରଣାରେ- ଅଭ୍ୟତରର ବେଦନାରେ


ରଂଗାଧର ଆସିଥୀତି:

ପୂର୍ଷ ମୌସୁମୀର ପୂର୍ଣ୍ଣ ପ୍ରବାହରେ

ଜଳବହୁଳ ଜନ୍ୟଚଳର କ୍ଳେଶରେ- ପୀଡାରେ ।


ଶ୍ରାବଣ ପୂର୍ଣ୍ଣିମାର ମହନୀୟ ତିଥିରେ

ସଂଗଳମୟ ପରିବେଶରେ

ସଂଗାଧର ଆସନ୍ତି:


ଏକ କଂକାଳସାର

ଶୂନ୍ୟତାର ଆଉଁ ଚିତକାରରେ

ଅଭାବର ଅଟୋପସୀ ବଂଧନରେ- ସ୍ଵତାରେ

କ୍ଷୀଣ ନୀରଧାରାରେ ଅପର୍ଯ୍ୟାପ୍ତ ବଂଟନରେ-ବେଦନାରେ

ସଂଗାଧର ଆସିବେ:


ଅନୁରକ୍ତିର ଅଭିତ୍ରିତ,

ଅଭିବ୍ୟକ୍ତ ବେଳାରେ

ପାଠ୍ୟକ୍ରମ ଓ ପାଠଚକ୍ରର ସଂଖ୍ୟା ବହୁଳତାରେ

ସୁରମ୍ୟ ସଂପର୍କର ସୂଜନଶୀଳ ପରିଭାଷାର ।


Rate this content
Log in

Similar oriya poem from Classics