Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ମୁଁ ତ ନାରୀ

ମୁଁ ତ ନାରୀ

1 min
175


     ମୁଁ ତ ନାରୀ, ନୁହେଁ ଅବଳା ଦୁର୍ବଳା

           ଗହଣା ତ ମୋର ଲଜ୍ୟା

     ସ୍ବାଭିମାନକୁ ମୁଁ ତ ଜଗି ରହିଛି 

           ଅନ୍ୟାୟ କୁ କରେ ଘୃଣା

     ଝିଅଟିଏ ବୋଲି ନ୍ୟୁନ କରନାହିଁ

            ଅଫୁରନ୍ତ ମୋର ଶକ୍ତି

     ସହନଶୀଳତା ର ମନ୍ଦିର ଟିଏ

             ମମତା ଫୁଲର କଢି

     ଝିଅ ଟିଏ ହୋଇ ସେ ଜନମି ଥାଏ

            ଘର ର ତ ଲକ୍ଷ୍ମୀ ହୋଇ 

     ଘରର ଶୋଭା କୁ ସେ ବଢ଼ାଇ ଥାଏ 

            ଶୁଭ ର ସଙ୍କେତ ନେଇ

      ସବୁ କ୍ଷେତ୍ରରେ ସେ ପ୍ରମାଣ ଦେଉଛି

           ନାରୀ ସେ ଅନନ୍ୟା ବୋଲି

      ଆଜି ଉଡନ୍ତା ପକ୍ଷୀ ଉଚ୍ଚ ଶିକ୍ଷିତା

    ‌        ମୁଁ ତ ନାରୀ ସର୍ବ ଜିତା। 

  ୍


Rate this content
Log in

Similar oriya poem from Classics