Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Inspirational

4  

Basanti Pattnaik

Inspirational

ବନ ମହୋତ୍ସବ

ବନ ମହୋତ୍ସବ

1 min
224


  ବୃକ୍ଷ ତ ଅଟ‌ଇ ଜୀବନ ସମ

    ଏହାର ମୂଲ୍ୟ ବୁଝୁନି ଜୀବ

    ମାନବ ସେବା ତ ବୃକ୍ଷ ର କାମ

     ବୃକ୍ଷ ଯୋଗାଉଛି ଅମ୍ଳଜାନ

     ତ୍ୟାଗ ର ଋପ ଯେ ଏହି ତ ବୃକ୍ଷ

      ମନୁଷ୍ୟ କାହିଁକି ଏତେ ବିମୁଖ

       ସ୍ବାର୍ଥ କୁ ସାଧନ କରିବା ପାଇଁ

       ବୃକ୍ଷ କାଟୁଛି ଦାନବ ହୋଇ

        ଜଙ୍ଗଲ କାଟି ସେ କରୁଛି ସଫା 

      ପରିବେଶ ତ ହୁଏ ଦୂଷିତା

      ବଡ଼ ବଡ଼ ଗଛ ହଣା ଯାଉଛି

       ଅଟ୍ଟାଳିକା ତ ଛିଡା ହ‌ଉଛି

       ବନ ମହୋତ୍ସବ ପାଳନ ହ‌ଉଛି

       ଧରଣୀ ମାତା ବସି କାନ୍ଦୁଛି

       ହେ ମୂଢ ଜୀବ ହୁଅରେ ସଜାଗ

        ବୃକ୍ଷ ରୋପଣ ଅଟ‌ଇ ଧର୍ମ

        ବୃକ୍ଷ ତ ଅଟ‌ଇ ଜୀବନ ଦାତା

         ଅମ୍ଳଜାନ ର ସେ ସୃଷ୍ଟି କର୍ତ୍ତା 

         ପରିବେଶ କୁ ବିଶୁଦ୍ଧ ରଖିବା

         ବଣ ଜଙ୍ଗଲ ରକ୍ଷା କରିବା।

      



Rate this content
Log in

Similar oriya poem from Inspirational