STORYMIRROR

Basanti Pattnaik

Action Crime Children

3  

Basanti Pattnaik

Action Crime Children

"ଖୁସିର ପରିଭାଷା"

"ଖୁସିର ପରିଭାଷା"

1 min
0

                         ବାସନ୍ତୀ ପଟ୍ଟନାୟକ,ଭୁବନେଶ୍ବର,ଓଡ଼ିଶା 
 

 ଶିଶୁ ଶିଶୁକୁ ପ୍ରହାର କରୁଛି
   
       ମନ ଭିତରେ ଖୁସି ପାଉଛି

ଚୁଟି ଘୋଷାରି କଚାଡି ଦଉଛି
     
      ଛାତି ଉପରେ  ପଥର  ଛେଚୁଛି 

 ଛୋଟ  ଝିଅ ଟି ରକ୍ତରେ କାନ୍ଦୁଛି
     
    ଛୋଟ ବାଳକ ଦାନବ ସାଜିଛି

 ରକ୍ତାକ୍ତ  ଶରୀର  ନିସ୍ତେଜ ହୋଇଛି
   
    ଦାନବ ବାଳକ ଆନନ୍ଦ ପାଉଛି

 ମୃତକ ଭାବି ଖୁସିରେ ହସୁଛି

    ଆନନ୍ଦ ମନରେ ଚାଲି ଯାଇଛି 

 ଶିଶୁ ସବୁତ ଇଶ୍ବର ନୁହଁଇ 
 
ଦାନବ ଋପ ତ  ଢନମ  ହୁଅଇ। 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action