STORYMIRROR

Basanti Pattnaik

Classics Inspirational

4  

Basanti Pattnaik

Classics Inspirational

"ମନ"

"ମନ"

1 min
62

ଏକା ଏକା ମନେ ମନେ

    ଭାବୁଛି ମୁଁ ପ୍ରତି କ୍ଷଣେ

ଜୀବନ ସରେ ବାଲି ପରି

   କାହି ମନ ଏତେ ଭାରି। 


ମନେ ମୋର ବହୁ ଆଶା

   ମନ କହେ ବହୁ କଥା

କାଳ ହସେ ମନକୁ ଦେଖି

   ଶାନ୍ତ ହୁଅ ସତ୍ୟ କୁ ବୁଝି।


ମନ ର ଗତି ଅତି ଚଞ୍ଚଳ 

   ଭାରି ଅବୁଝା ସିଏ ତ ମୋର 

ଯେତେ ବୁଝାଏ ବୁଝୁନି ସିଏ 

   ମରିଚିକା ପଛେ ଧାଏଁ ସିଏ। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics