STORYMIRROR

Subhashree Behera

Classics

3  

Subhashree Behera

Classics

ନୀଳ କାନ୍ତା ପ୍ରୀତି

ନୀଳ କାନ୍ତା ପ୍ରୀତି

1 min
142

ତୁମ ନୀଳ ରଙ୍ଗ ଶରୀର କୁ ଯେବେ

ଦେଖେ ଏଇ ଦୁଇ ନେତ୍ରେ

କେତେ ସୁମଧୁର ତୁମ ବଙ୍କିମ ଚାହାଣୀ

ସବୁ ସେ ଭୁଲାଏ ମୋତେ l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics