STORYMIRROR

Swopnabati Behera

Romance

4  

Swopnabati Behera

Romance

ମନ

ମନ

1 min
465

ମନ ତୁମେ ଏକ ଅବୁଝା ଗଣିତ

    ବେଳ ନାହିଁ କଷିବାକୁ..

ମୋ ତ ଅଛି ଜୀବନ ସାହିତ୍ୟ 

   କାଲି ପାଇଁ ଘୋଷିିଵାକୁ...।


ମନକୁୁ ତୁମର ବୁୁଝେଇବାକୁ ଯାଇ

ଅବୁଝା ମୁଁ ରହି ଗଲି...

ଅଥଳ ସାଗରେ ମଝି ଦରିଆରେ

  ନିଜକୁ ହଜେଇ ଦେଲି ...।


ମନ ଚଢ଼଼େ଼ଇଟା ଘୁରି ବୁଲୁୁଥିଲା

  ମୁୁକ୍ତ ଆକାଶର ତଳେ..

ଚାନ୍ଦିନୀ ରାତିଟା ଭାରି ପ୍ରିୟ ତାର

   ଜୋଛନାରେ ତାରା ମେଳେ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swopnabati Behera

Similar oriya poem from Romance