STORYMIRROR

Swopnabati Behera

Tragedy

3  

Swopnabati Behera

Tragedy

ଅମାବାସ୍ୟା

ଅମାବାସ୍ୟା

1 min
212

ଆକାଶରେ ଚିକମିକ କରୁଥିବା

ତାରାମାନେ ଆଜି କାହିଁ ଦିଶେ ନାହିଁ

ତୁୁୁମ ବିନା ଏ ପୃୃୃଥିବୀ 

 ଭଲ କାହିଁ ଲାଗେ ନାହିଁ..।


ତୁୁୁମେ ଥିଲ ମୋ ଜୀବନ

 ପୂର୍ଣ୍ଣମୀର ଜହ୍ନ

ତୁୁୁମକୁ ପାଗଳ ପରି 

ଖୋଜେ ଏଇ ମନ..।


ତୁୁମେ ଚାଲିଗଲା ଦିିିନୁୁ

ମୁୁଁ ଏକା ଏକା ସାଥି

 ମନ ଖୋଜେ ତୁମକୁ 

କି ଦିିିନ କି ରାତି..।


ତୁୁୁମ ଭାବନାରେ ମନ

ଭିିଜେ ଦିିିନ ରାତି

ତୁୁୁମ ବିିିନା ମୋ ଜୀବନ

 ଅମାବାସ୍ୟା ରାତି..।


ମୁଁ ଅପେକ୍ଷା କରିଛି ସେ ଦିିିନକୁ

ଯେବେ ସେ ପୂର୍ଣ୍ଣମୀ ତିଥି ଆସିବ

ମୋ ଜୀବନରୁ ଅନ୍ଧକାର ଦୂୂର ହେବ

 ଯେବେ ତୁୁୁମେ ଫେରିବ..।

         

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swopnabati Behera

Similar oriya poem from Tragedy