Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swopnabati Behera

Tragedy

4  

Swopnabati Behera

Tragedy

ତୁମେ..*****

ତୁମେ..*****

1 min
427


ଦିନ ଥିଲା,

ଯେତେବେଳେ ମୁଁ କହୁଥିଲିି...

ଆଉ ତୁମେ ଚାହିଁ ରହୁଥିଲ ମତେ ସୁୁଣିବା ପାଇଁ,

ଏବେ ତୁମେ ଅଛ ; ମୁଁ ବି ଅଛି..

ହେଲେ ଆଉ ସେ ସମୟ ନାହିଁ..।

ଋତୁ ପରେ ଋତୁ ବଦଳିଲା,

ହେଲେ ତୁୁମେ ବଦଳିି ନ ଥିଲ..

ସମୟ ର ସୁଅ ରେ ସମସ୍ତଙ୍କ ପରି,

 ଆଜି ; ତୁୁମେ ଵଦଳି ଗଲ..।

ମନ ଆକାଶ ରେ ଦୁୁହେଁ ଉଡୁଥିଲେ

ମୁକ୍ତ ବିହଙ୍ଗ ସାାଜି,

ଡେଣା କଟି ମୁଁ ଭୂୂଇଁ ରେ ପଡିିିଛିି

କାହା ନଜର ଲାଗିିଲା ଆଜିି..।

ସମୟ ସାଥି ରେ ପାଦ ଦେଇ ,

ତୁମେ ସିିନା ଚାାଲିଗଲ..,

ଆଜି ଵି ମୁଁ ...,

ସେଇଠି ଅଛି , ସେମିତି ଅଛି..

ଯେଉଁଠି ..ଯେମିିତି ଛାଡ଼ି ଯାଇଥିଲ...।😢


              


Rate this content
Log in