STORYMIRROR

Satyanarayan Sahoo ( Neetu )

Romance Tragedy

3  

Satyanarayan Sahoo ( Neetu )

Romance Tragedy

ତୁମେ-୩୨

ତୁମେ-୩୨

1 min
233

ଜାଗର ରାତିରେ କୁଆଁରୀ ମନର 

ତୁମେ ମିଠା ଉଦ୍ବେଳନ 

ଥରି ଉଠୁଥିବା ଦୀପଶିଖା ପରି 

ଶିହରିତ ତନୁମନ... Il 


ମୁହିଁ ମାଟି ଦୀପ ସ୍ଥିର, ସମାଧିସ୍ଥ 

ଜଳୁଥିବି ତୁମ ପାଇଁ 

ମହାଦୀପ ପାଇଁ ତୁମେ ଚାହିଁଥିବ

ଏଣେ ଲିଭୁଥିବି ମୁହିଁ.... Il 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance