STORYMIRROR

Rashmita Nayak

Romance

4  

Rashmita Nayak

Romance

ପ୍ରେମ

ପ୍ରେମ

1 min
9

ପ୍ରେମ ହିଁ ପୂଜା

ପ୍ରେମ ହିଁ ତ୍ଯାଗ

ପ୍ରେମ ହିଁ ନୈସର୍ଗିକ

ପ୍ରେମ ଏକ ଅନ୍ଯ ନାମ ନିସ୍ବାର୍ଥ ଭଲପାଇବାର। 

ପ୍ରେମ ହିଁ ସ୍ବର୍ଗୀୟ

ପ୍ରେମ ହିଁ ସ୍ବାସତ

ପ୍ରେମ ହିଁ ପ୍ରଣୟ

ପ୍ରେମ ର ଜନ୍ମ ହୃଦୟ କନ୍ଦରରେ ନିରୁଦ୍ଧ କୋଠରୀ। 

ପ୍ରେମ ଏକ ଆଲୋଡନ

ପ୍ରେମ ଏକ ଉଦ୍ଭାଷନ

ପ୍ରେମ ସତ୍ଯ ଚିରନ୍ତନ

ପ୍ରେମ ଏକ ପରିଭାଷା ମଧୁର ମୂହୁର୍ତ୍ତର। 

ପ୍ରେମ ଦୁଇଟି ଆତ୍ମାର ଆତ୍ମତ୍ସୋର୍ଗ

ପ୍ରେମ ଦୁଇଟି ମନର ବନ୍ଧନ

ପ୍ରେମ ଦୁଇଟି ଓଠର ଅକୁହା ନିବେଦନ

ପ୍ରେମ ପାଖେ ନତମସ୍ତ ଦେବ, ଋଷି, ନର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance