STORYMIRROR

Satyanarayan Sahoo ( Neetu )

Romance

3  

Satyanarayan Sahoo ( Neetu )

Romance

ତୁମେ - ୩୪

ତୁମେ - ୩୪

1 min
200

ତୁମେ ସୀମାହୀନ ସୀମାରେଖାଟିଏ 

ମୋ ଜୀବନ ପରିଧିରେ 

ମୁହିଁ କେନ୍ଦ୍ର ବିନ୍ଦୁ ତୁମ ସମୀପରେ 

ତଥାପି ନିତି ମୁଁ ଝୁରେ ll 


ତୁମେ ଘେରି ଥାଅ ମୋ ଜୀବନ ବୃତ୍ତ 

ଛୁଅଁ ନାହଁ କିନ୍ତୁ କେବେ 

ମୁହିଁ ଯନ୍ତ୍ରଣାର ଜତୁଗୃହେ ଦେଖ 

ରାତିଦିନ ଜଳେ ଲବେ... Il 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance