STORYMIRROR

suchismita Sahu

Romance

3  

suchismita Sahu

Romance

ଅଭୂଲା ବର୍ଷ

ଅଭୂଲା ବର୍ଷ

1 min
169


ମନେ ପଡେ ସେଇ ବରଷ 

ଯେବେ ଦେଇଥିଲୁ ମନେ ହରଷ

ପାଇଥିଲି ଥିଲି ସେ ସ୍ନେହ ଭରା ଚିଠି

ଯୋଉଠିଁ ଥାଏ ତୋ ପ୍ରେମ ପରଶ

ହସି ହସି ଅସି ପଚାରି ଥିଲୁ

ଦେବୁ କି ଚିଠି ଉତ୍ତର

ଲାଜରେ ମୁଁହ ମୋ ରଙ୍ଗା ପଡିଗଲା

ପ୍ରେମ ହୋଇଥିଲା ମନେ ସବାର

ରଙ୍ଗୀନ ଲାଗୁଥିଲା ଦୁନିଆଁ ଟି ମତେ

ମନରେ ଉଠୁଥିଲା ପ୍ରେମ ଜୁଆର

କହି ପାରିଲିନି ମନ କଥା ଖୋଲି

ହେଲେ,ପାଇଯାଇଥିଲୁ ତୁ ଉତ୍ତର

ମନର ଭାଷା ମୋ ଆଖି କହୁଥିଲା

ମନ ଦେଉଥିଲା ଖବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance