STORYMIRROR

suchismita Sahu

Inspirational

3  

suchismita Sahu

Inspirational

ଶିବ

ଶିବ

1 min
24

କୈଳାସେ ବସିଛ ପ୍ରଭୂ 

ସନ୍ୟାସୀ ହୋଇ...

ମଥାରୁ ଗଙ୍ଗା ବହଇ 

ପାଦକୁ ଛୁଇଁ... 

ମଥାରେ ଚନ୍ଦ୍ରମା ଶୋହେ 

ଗଳାରେ ସର୍ପ 

କେବେ ସହିପାରନାହିଁ 

କାହାର ଦର୍ପ... 

ହେ ଡମ୍ବରୁ ଧର 

ଗଳାରେ ଶୋଭା ପାଏ 

ରୁଦ୍ରାକ୍ଷ ହାର... 

ଦେହେ ବୋଳା ଭସ୍ମ ତୁମ 

କଣ୍ଠରେ ବିଷ 

ନିର୍ମଳ ଭକତିରେ ଶିବ 

ହୁଅନ୍ତି ବସ... 

ବେଲ ପ୍ରତ୍ର ପ୍ରିୟ ତାଙ୍କ

ପ୍ରିୟ ଦୁର୍ଦୁରା,

ଗୟଶ, ପଳାଷ

ଶୋଭା ବଢାଏ..ତାଙ୍କ ଶିର ରେ ପରା 

ଘୋର ତାପଶ୍ୟା ରେ ସେ ସନ୍ତୁଷ୍ଟ ହୁଅନ୍ତି 

ପ୍ରସନ୍ନ ହେଲେ ମନବାଞ୍ଛିତ 

ଫଳ ସେ ଦିଅନ୍ତି 

ଦେହ ରେ ମୁହଁରେ ବୋଳା 

ଭସ୍ମ ର ଚୁର୍ଣ୍ଣ 

ସନ୍ତୁଷ୍ଟ ହୋଇଲେ ନିର୍ଜୀବ କୁ ମଧ୍ୟ 

ଦିଅନ୍ତି ଜୀବନ ଦାନ 

ହେ ଶିବସମ୍ଭୁ ତ୍ରିଶୂଳ ଧାରୀ 

ସଦା ଧାରା କୁ ମୁକତି ଦିଅ 

ଦୁଷ୍ଟ ବିଦାରି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational