STORYMIRROR

Gopinath Jena

Romance

3  

Gopinath Jena

Romance

କୁମାରୀ ବୁକୁର ବ୍ୟଥା

କୁମାରୀ ବୁକୁର ବ୍ୟଥା

1 min
162

ଓଷ୍ଠାଧାରେ ତବ ଶିଶୁ ଚନ୍ଦ୍ରର 

ବଙ୍କିମ ହସ

କୁଟିଳ ବେଣୀ ନଚାଇ ହବ

ତମେ ଆସ ।

ଢଳ ଢଳ ଆଖି ତବ 

କହୁଥାଏ କେତେ କଥା

ଦେଖିଛି ସବୁ ନିରେଖିଛି ସବୁ

ସାକ୍ଷୀ ତା'ର ନୀରବତା 

ସେଦିନ ଗୋ ପ୍ରୀତି ମୟୀ

ମାଟି ମୁଁ ସାରିଛି ତମ ହୃଦୟର ଗଭୀରତା

ଶୁଣି ମୁଁ ସାରିଛି କୁମାରୀ ବୁକୁର ବ୍ୟଥା ।

      -----୦----



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance