STORYMIRROR

Gopinath Jena

Romance

3  

Gopinath Jena

Romance

ପ୍ରିୟାଲୋ

ପ୍ରିୟାଲୋ

1 min
243

ପ୍ରିୟା ଲୋ ---

ମୁଁ ରାଜା ହେଲେ ତୁ ମୋ ରାଣୀ ଲୋ

ଯଦି ଆମ ରାଇଜର ନାଁ

ହୁଏ ପ୍ରଣୟ

ଗୋଲାପ ବଗିଚା ହେବ

ଆମ ରାଜଧାନୀ ଲୋ 

ପ୍ରିୟା ଲୋ --- ।

ପ୍ରଜା ହେବେ ଆମର ସବୁ

ସୁନେଲି ସପନ

ଆମ ରାଇଜ ର ସେନାପତି

ହେବ ଫଗୁଣ 

ତଇତାଳି ସାଥେ ଆମେ

କରିବା ପାରିଧି

ସଇନ ହେବେ ଯେତେ

କୋଇଲି କଜଳପାତି ।

ମୋ ପ୍ରେମର ତାଜମହଲରେ

ତୁ ମୁମତାଜ ମୁଁ 

ସାହା ଜାହାଁ ଲୋ ।

ପ୍ରିୟା ଲୋ ---। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance