STORYMIRROR

Gopinath Jena

Romance

3  

Gopinath Jena

Romance

ଅବ୍ୟକ୍ତ

ଅବ୍ୟକ୍ତ

1 min
178

ତମେ ବି କହିନ

ମୁଁ ବି କହିନି

ଆମ ମନର ଏ ଗୋଟିଏ କାହାଣୀ

ରହିଲା ଅକୁହା ଜୀବନ ସାରା ।

କେତେ କଥା ଅଛି କହି ହୁଏ ନାହିଁ

କେତେ ଦାନ ଅଛି ଦେଇ ହୁଏ ନାହିଁ

ଥାଳ ରହିଯାଏ ଅପୂରା ।

ତମେ ଚାହିଁଥିଲ ମୁଁ ଆଗେ କହିବି

ମୁଁ ଚାହୁଁଥିଲି ମୁଁ ଆଗେ ଶୁଣିବି

ବହିଗଲା ସମୟର ଧାରା ।

    ----୦----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance