STORYMIRROR

Gopinath Jena

Romance

3  

Gopinath Jena

Romance

ଅନେକ ଭାବନା

ଅନେକ ଭାବନା

1 min
203

ବ୍ୟର୍ଥତା ର ନଦୀ ତୀରେ

ଆଜି ମୁଁ ଚିର ଦୁଃଖୀ

ମୋତେ ଛାଡ଼ି ଆନ କରି

ହେଲୁ କି ଲୋ ତୁହି ସୁଖୀ।


ତୋ ଜୀବନେ ଭରିଥିଲି

ପୂର୍ଣ୍ଣିମା ର ଝଲକ

ମୋ ଜୀବନ ଅନ୍ଧକାର 

ହଜାଉଛି ପୁଲକ ।


ତଥାପି ଗୋ ଚିରନ୍ତନୀ

ତୋର ପ୍ରୀତି ମାଧୁରୀ

ଆଜିବି ମୋ ଶୁଷ୍କ ପ୍ରାଣେ

ରହିଛି ଭରି ।


ତୁ ସିନା ଦୂର କଲୁ 

ଭୁଲି ସବୁ ସଂପର୍କ

କିନ୍ତୁ ବନ୍ଧୁ ଛାଡି ଗଲୁ 

ଭାବିବାକୁ ଅନେକ ।


Rate this content
Log in

Similar oriya poem from Romance