STORYMIRROR

Shankar biswal

Others

3  

Shankar biswal

Others

ଋଷି ବିଶ୍ୱାମିତ୍ର

ଋଷି ବିଶ୍ୱାମିତ୍ର

1 min
164

ବୈଦିକ କାଳର ବିଖ୍ୟାତ ଯୋଗୀ ସେ    

ଥିଲେ ଋଷି ବିଶ୍ୱାମିତ୍ର     

ଜ୍ଞାନର ସାଗରେ ଭସାଇ ଦିଅଯେ 

ଦେଖି ପୁରିଯାଏ ନେତ୍ର।


ପ୍ରତାପୀ ତେଜସ୍ୱୀ ମହାପୁରୁଷ ସାଜି    

ଧର୍ମର ରକ୍ଷା ତୁମେ କଲ     

ଋଷିଧର୍ମ ପୂର୍ବେ ଥିଲ ତୁମେ ବଡ଼    

ପରାକ୍ରମ ଓ ପ୍ରଜାବତ୍ସଳ।


ରାଜା କୋସିକ ବାସ୍ତବିକ ନାମେ    

ଥିଲ ତୁମେ ଜଣାଶୁଣା     

ପୌରାଣିକ ଗ୍ରନ୍ଥେ ଆଧାର କରି    

ଲେଖିଲ କେତେ ରଚନା‌।


କ୍ଷତ୍ରିୟ ଧର୍ମକୁ ତ୍ୟାଗ କରିଯେ    

ବ୍ରାହ୍ମଣକୁ ଆପଣେଇ     

ତପସ୍ୟାର ବଳେ ରାଜର୍ଷିକୁ ଛାଡ଼ି    

ବନିଲ ମହର୍ଷି।


ବିରଚିତ କଲ ପୌରାଣିକ କଥା    

ରଖିଗଲ ମହାଯଶ     

ପିତା ଥିଲେ ତୁମ ଗାଧି    

ଜନ୍ମ କଲେ ମହାପୁରୁଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍