Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Romance Others

4  

Kshyama sagar Prusty

Romance Others

ଫଗୁଣର ସ୍ମୃତି

ଫଗୁଣର ସ୍ମୃତି

1 min
220



ଏଇତ ପହିଲି ଫଗୁଣର ସ୍ମୃତି l

ସାଥି ଭୁଲିବି କେମିତି 

ପହିଲି ଫଗୁଣର ପ୍ରୀତି ll


ଦୋଳ ପୁର୍ଣିମାରେ

ରାଧାକୃଷ୍ଣ ମନ୍ଦିରେ l

ଦୁହେଁ ହୋଇଥିଲେ ଏକାଠି

ସେଇ ଫଗୁ ଅବିର ସାକ୍ଷୀ 

ସେଇ ଫଗୁ ଅବିର ସାକ୍ଷୀ ll


ଡର ଲାଗୁଛି ଆଜି ସେଇ 

ଫଗୁଣର ଫଗୁ ଅବିର ଦେଖି 

ଅବିରେ ସାର ନାଲି ଅବିର ଦେଖି l

ସେଇ ଅବିର ଦେଇଛି ଦୂରେଇ 

ମୋ ଠାରୁ ମୋ ପ୍ରିୟ ସାଥି ll



Rate this content
Log in

Similar oriya poem from Romance