Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Romance Others

3  

Pradesh Pratyush

Romance Others

ନେପଥ୍ଯ ନାୟିକା

ନେପଥ୍ଯ ନାୟିକା

1 min
164


ସବୁ କାହାଣୀରେ ତୁ ମୋର ସ୍ୱପ୍ନ ନାୟିକା ...

ତୁ ଦେଇଥିବା ସ୍ମୃତି 

ମୋର ସୃଜନଶୀଳତା 

ତୁ ରଚିଥିବା ପ୍ରୀତି 

ମୋର ପ୍ରେମ କଥା ।


ସବୁ କବିତାରେ ତୁ ମୋର ଅନ୍ତର କଥା ...

ଜୀବନ ମରୁଭୂମିରେ 

ତୁ ସାହାରା ଏକା ...

ଦୁନିଆ ଆଗରେ ତୁ ମୋର –

ନେପଥ୍ଯ ନାୟିକା ! 


ତୋତେ ଖୋଜିନି କେବେ 

ପାଖେ ପାଇଛି 

ବିଶ୍ୱାସର ବୟସ ଆମ ସଂପର୍କକୁ 

ଚିର ଯୌବନ କରିଛି ।


Rate this content
Log in

Similar oriya poem from Romance