Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Romance Others

4  

Pradesh Pratyush

Romance Others

ନୂଆ ସକାଳ

ନୂଆ ସକାଳ

1 min
351


ପୁରୁଣାକୁ ବିଦାୟ ଦେଇ ନୂଆକୁ

 ସ୍ୱାଗତ କରିବା ବେଳେ 

ତୁମେ ବାଟ ଜଗୁଛ ସ୍ମୃତି ହୋଇ

କୁହ କେମିତି ମୁଁ ଆଗକୁ ଯିବି ।


କହିଥିଲ ଗଲାବେଳେ - ପଛକୁ ଫେରିବନି

ନୂଆ ସକାଳକୁ ସ୍ୱାଗତ କରିବ ଖୁସି ଖୁସିରେ । 


ହେଲେ ତୁମକୁ ବାଦ ଦେଇ ଭାବି ପାରେନା କିଛି ..

ତମେ ତ ପହିଲି ପ୍ରେରଣା 

ରହିଛ ରହିଥିବ ସବୁଦିନେ ହୃଦୟର ଅଗଭୀର ପ୍ରଦେଶରେ !


ଦିନ ମାସ ବର୍ଷ ଏମିତି ବିତି ଚାଲିଛି ସମୟ

ତୁମେ କିନ୍ତୁ ମୋ ପାଖରେ ଅଭୁଲା ବର୍ତ୍ତମାନଟେ ।

    


Rate this content
Log in

Similar oriya poem from Romance