Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Romance Others

3  

Pradesh Pratyush

Romance Others

ଖାସ୍ ତୁମପାଇଁ

ଖାସ୍ ତୁମପାଇଁ

1 min
138


ତମେ କହି ନଥିବା କଥା ରହିଗଲା ଅବ୍ୟକ୍ତ

ତମେ ଦେଇଥିବା ସ୍ମୃତି ହୋଇଗଲା ଲୁହ ! 

ତମେ ଦେଖେଇଥିବା ସ୍ୱପ୍ନ ପାଲଟି ଗଲା ଦୁଃସ୍ୱପ୍ନ

ତମେ ଶିଖେଇଥିବା ପ୍ରୀତି ସାରିଦେଲା ଜୀବନର ସୁଖ


କେଉଁ ପୁଣ୍ୟ ଅର୍ଜିଲ ତମେ ପୂରିଗଲା ଇଚ୍ଛା ତୁମ

କେଉଁ ପ୍ରାପ୍ୟ ଦେଲ ମତେ ମାଗି ନଥିଲି କିଛି ତ !


ସଂପର୍କର ମାନେ ତମେ ବୁଝେଇ ଥିଲ ସମର୍ପଣରେ

ସଂପର୍କକୁ ସାତ ପର କରିଦେଲ ସୁନ୍ଦର ପ୍ରତାରଣାରେ ! 


ଏବେ ବି ତମକୁ ହୃଦୟରେ ସାଇତିଛି

ସୁନ୍ଦର ଅଭିନୟକୁ କୁହ କେମିତି ଭୁଲି ପାରିବି !

 

ନିଶ୍ଚୟ ଉପହାରଟେ ଦେବି ଦେଖା ହେବ ଯେବେ 

ତମେ କିନ୍ତୁ ଜାଣିଛି ଭେଟିବନି ମତେ କେବେ !  

   ----


Rate this content
Log in

Similar oriya poem from Romance